Ticker

6/recent/ticker-posts

KANDHAMAL: କନ୍ଧମାଳ : 19/09/025 ଅଜଣାଗାଡି ଗାଈ ଉପରେ ଚଢେଇଦେଇକି ପଳେଇଥିବା ଜାହାଫଳରେ ଗାଈର ଗୋଡ଼କଟି ଜାଇଛି !

 କନ୍ଧମାଳ : 19/09/025 ଅଜଣାଗାଡି ଗାଈ ଉପରେ ଚଢେଇଦେଇକି ପଳେଇଥିବା ଜାହାଫଳରେ ଗାଈର ଗୋଡ଼କଟି ଜାଇଛି !



 କନ୍ଧମାଳ ଜିଲ୍ଲା, ଫୁଲବାଣୀ ବ୍ଲକ ଅନ୍ତର୍ଗତ କଣ୍ଟ୍ରିଙ୍ଗିଆ ରାସ୍ତା କୋଡରେ ଗାଈଟିଏ ପଡିରହିଥିବା ଦେଖିବାକୁ ମିଳିଥିଲା ! ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୁଛାପଡା ର ମହାନବ୍ୟକ୍ତି କୁଶ ନାୟକ ଗାଇଟି କେମିତି ବଞ୍ଚିଜାଉ ବୋଲି ପଶୁ ଡାକ୍ତରଙ୍କୁ ପରାମର୍ଶ ଦବାପାଇଁ ମିଡ଼ିଆଙ୍କୁ ଜଣେଇଥିଲେ ! (କନ୍ଧମାଳ ରୁ ନରେଶ ନାୟକ ଙ୍କ ରିପୋର୍ଟ ଓଡିଶା ଭିଜନ)

Post a Comment

0 Comments